Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର, ରେଜିଷ୍ଟର ଯାଞ୍ଚ କଲା କମିଶନରେଟ୍ ପୋଲିସ

Posted on November 13, 2025

ରାଜଧାନୀର ଏକ ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର ଘଟଣାର ଜୋରଦାର ତଦନ୍ତ । ରେଜିଷ୍ଟର ଯାଂଚ ସହ କମିଶନରେଟ୍ ପୋଲିସର ପଚରାଉଚରା ଜାରି । ଉଦ୍ଧାର ନାବାଳିକା ଢେଙ୍କାନାଳର ବୋଲି ଜଣାପଡ଼ିଛି । ଦୁଇ ଜଣଙ୍କ ଜରିଆରେ ସେ ଗେଷ୍ଟ ହାଉସ ଆସିଥିଲେ । ଜଣେ ଦଲାଲ ମହେନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର ରହିଛି । ନାବାଳିକା ଜଣଙ୍କ କାନ୍ଦିବାରୁ ତାଙ୍କୁ ଅନୈତିକ କାର୍ଯ୍ଯରେ ବାଧ୍ୟା କରାଯାଉଥିବା ଜାଣିବାକୁ ପାଇଥିଲେ ଗେଷ୍ଟ ହାଉସ ରିସପ୍ସେନେଷ୍ଟ । ଏନେଇ ସେ ପୋଲିସକୁ ଖବର ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme