Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଡି ଡ଼ିକି ଭାଙ୍ଗି ୫ ଲକ୍ଷ୍ୟ ୪୦ ହଜାର ଚୋରି

Posted on November 1, 2025

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଜଗନ୍ନାଥ ପଡ଼ା ସ୍ଥିତ ପ୍ରକାଶ ଫେନ୍ସୀ ଷ୍ଟୋର ସାମ୍ନାରେ ଆଜି ଦିନ ଦ୍ବିପହର ୧ ଟା ୨୫ ମିନିଟ ରେ ନଅଗାଁ ର ରିଙ୍କୁ ଷଡ଼ଙ୍ଗୀ ଙ୍କ ଗାଡ଼ି ଡ଼ିକି ଭାଙ୍ଗି ୫ ଲକ୍ଷ ୪୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୁତ୍ତ l ସୂଚନା ଅନୁସାରେ ରିଙ୍କୁ ଷଡ଼ଙ୍ଗୀ ତୁଷୁରା ବ୍ୟାଙ୍କ କୁ ପଇସା ଉଠେଇବା ପାଇଁ ଆସିଥିଲେ ପରେ ପଇସା ଉଠେଇ ସାରି ଫେରିବା ସମୟରେ କିଛି ଫେନ୍ସୀ ସମାନ କିଣିବା ପାଇଁ ଅଟକିଥିବା ସମୟରେ ଗାଡି ଡ଼ିକି ଭାଙ୍ଗି ଚୋରି କରିଛନ୍ତି ଦୁର୍ବୁତ୍ତ l ପରେ ସୂଚନା ପାଇ ତୁଷୁରା ପୋଲିସ ତଦନ୍ତ ଆରମ୍ଭ କରିଛି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme