Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଣାର୍କରୁ ଅପହୃତ ଯୁବକ ପାରାଦୀପରୁ ଉଦ୍ଧାର

Posted on October 17, 2025

ଜଗତସିଂହପୁର : କୋଣାର୍କରୁ ଅପହୃତ ଜଣେ ଯୁବକଙ୍କୁ ପାରାଦୀପ ଲକ୍ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ | ଲକ୍ ଥାନା ଅଧୀନ ପାରାଦୀପଗଡ ନିକଟରୁ ଉଦ୍ଧାର କରିଛି କୋଣାର୍କ ପୁଲିସର ଏକ ସ୍ଵତନ୍ତ୍ର ଟିମ । ମିଳିଥିବା ସୂଚନା ଅନୁସାରେ, ଗତକାଲି କୋଣାର୍କ ଅଞ୍ଚଳରୁ ଚାରି ଜଣ ଦୃର୍ବୁତ୍ତ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଜୋର୍ ଜବରଦସ୍ତି ଏକ ଗାଡ଼ିରେ ଅପହରଣ କରି ନେଇଥିଲେ। ତେବେ ଏହାକୁ ନେଇ ଜୟଚକ୍ରବର୍ତୀ ର ସାଙ୍ଗମାନେ କୋଣାର୍କ ଥାନାରେ ଏ ନେଇ ଅଭିଯୋଗ ପାଇବା ପରେ କୋଣାର୍କ ଥାନାର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ। ତେବେ ଆଜି କୌଣସି ସୁତ୍ରରୁ ଖବର ପାଇ ପାରାଦୀପ ଲକ୍ ଥାନା ଅଧୀନସ୍ଥ ପାରାଦୀପ ଗଡ ନିକଟରୁ ଲକ୍ ଥାନା ପୋଲିସ ସହଯୋଗରେ କୋଣାର୍କ ପୋଲିସର ଏକ ସ୍ଵତନ୍ତ୍ର ଟିମ ଅପହୃତ ହୋଇଥିବା ଯୁବକକୁ ଉଦ୍ଧାର କରିବା ସହିତ ଚାରି ଜଣଙ୍କୁ ଗିରଫ କରି ସାଙ୍ଗରେ ନେଇଯାଇଥିବା ସୂଚନା ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme