Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେତେ ହାନିକାରକ କଲରା ଜୁସ୍ !

Posted on November 14, 2025

ପରିବା ଖାଇବା ଦ୍ଵାରା ଆମକୁ ପୋଷକ ତତ୍ତ୍ଵ ମିଳେ। ଶରୀର ସୁସ୍ଥ ରୁହେ। ଯେପରିକି କଲରା… ଏହାକୁ ଡାଇବେଟିସ୍ ରୋଗୀମାନେ ଔଷଧ ରୂପରେ ଖାଆନ୍ତି। ନିୟମିତ କଲରା ଜୁସ୍ କରି ପିଅନ୍ତି। ହେଲେ ଆପଣ ଜାଣିଛନ୍ତି ଅତ୍ୟଧିକ କଲରା ଖାଇଲେ କ’ଣ ହୁଏ? କିଡନୀ ଉପରେ ଏହା କ’ଣ ପ୍ରଭାବ ପକାଏ?

କଲରା ଜୁସ୍‌ରେ ଭିଟାମିନ୍ ସି, ପୋଟାସିଅମ୍, ଜିଙ୍କ, ଆଇରନ୍, ଫୋଲେଟ ଭଳି ଭରପୁର ପୋଷକ ତତ୍ତ୍ଵ ରହିଛି। ଏହାକୁ ନିୟମିତ ସେବନ କଲେ ୮୭ ପ୍ରତିଶତ ଭିଟାମିନ୍ ମିଳେ। ଇମ୍ୟୁନିଟି ବଢାଏ। ମସ୍ତିଷ୍କକୁ ସୁସ୍ଥ ରଖେ। ଖଣ୍ଡିଆ ହୋଇଥିଲେ ଜଲଦି ଭରଣ ହୋଇଯାଏ। ଓଜନ ହ୍ରାସ କରିବାରେ ସହାୟକ ହୁଏ।ଫ୍ୟାଟ୍ କମାଏ। ତ୍ଵଚାରେ ଚମକ ଆଣେ। ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ସୁଗାର ଲେବୁଲ୍ କମାଏ।ପ୍ରାକୃତିକ ଇନସୁଲିନ୍ ଭଳି କାମ କରେ।

ସବୁ ଜିନିଷର ଅତ୍ୟଧିକ ବ୍ୟବହାର ଶରୀର ପ୍ରତି ବିପଦ। ତେଣୁ ସୀମିତ ମାତ୍ରାରେ କଲରା ଜୁସ୍ ସେବନ କରିବା ଉଚିତ୍। ଯଦି କିଡନୀ ସମସ୍ୟା ରହିଛି ତାହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଉଚିତ୍ ନୁହେଁ। ଅତ୍ୟଧିକ କଲରା ଖାଇଲେ ପେଟ ବ୍ୟଥା ହୁଏ, ବାନ୍ତି ଲାଗେ ଏବଂ ଗ୍ୟାସ୍ ହୁଏ। ଅନ୍ୟ ପକ୍ଷରେ କଲରା କିଡନୀ ପାଇଁ ଭଲ ବୋଲି ଆଉ କିଛି ଅଧ୍ୟୟନରୁ ଜଣାପଡ଼ିଛି। ହେଲେ ଏହାର କୌଣସି ଠୋସ୍ ପ୍ରମାଣ ନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme