Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କର୍ମଚାରୀ ଓ ଶ୍ରମଜୀବିଙ୍କୁ କେନ୍ଦ୍ର ସରକାରର ବଡ଼ ଭେଟି, ଶ୍ରମ ଆଇନରେ ମେଜର ପରିବର୍ତ୍ତନ ଘୋଷଣା

Posted on November 22, 2025

ଦେଶର କୋଟି କୋଟି କର୍ମଚାରୀ ଓ ଶ୍ରମଜୀବିଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ସୁଭ ସନ୍ଦେଶ ଘୋଷଣା କରିଛନ୍ତି । ଶ୍ରମମନ୍ତ୍ରୀ ଆଜି ଶ୍ରମ ଆଇନରେ ମେଜର ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ନୂତନ ବ୍ୟବସ୍ଥାରେ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷାର ଦାୟିତ୍ୱ ବଢ଼ିବା ସହିତ ଅନେକ ସୁବିଧା ମିଳିବ ।

ସରକାର ପୁରୁଣା ୨୯ଟି ଶ୍ରମ ନିୟମ ବିଲୁପ୍ତ କରି, ସେଥିରେ ପରିବର୍ତ୍ତନ କରାଯାଇଥିବା ନୂତନ ଆଇନକୁ ଶିଘ୍ର କାର୍ଯ୍ୟକାରୀ କରିବ । ଏହା ଦେଶର ଲକ୍ଷ୍ୟାଧିକ କର୍ମଚାରୀ ଏବଂ ଶ୍ରମଜୀବୀଙ୍କ ମନରେ ଖୁସି ଆଣିଛି ।

ନୂତନ ଆଇନ ଅନୁସାରେ, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା, ସୁନିଶ୍ଚିତ ରୋଜଗାର ସୁବିଧା, ସୁରକ୍ଷିତ କାର୍ଯ୍ୟ ପରିବେଶ ଓ ବିଭିନ୍ନ ସୁବିଧା ମିଳିବା ନିଶ୍ଚିତ ହେବ । ଏହି ପରିବର୍ତ୍ତନ ଲକ୍ଷ୍ୟାଧିକ ପରିବାରଙ୍କ ଆର୍ଥିକ ସ୍ଥିରତାକୁ ମଜବୁତ କରିବ ବୋଲି ଅଭିଜ୍ଞମାନେ କହିଛନ୍ତି ।v

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme