Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକରେ ସ୍ବାଭାବିକ ରହିଛି ବସ ଚଳାଚଳ, ନେତାଜୀ ବସ ଟର୍ମିନାଲରେ ଯାତ୍ରୀମାନଙ୍କ ଭିଡ଼….

Posted on October 6, 2025

କଟକ ସହରରେ ଆଜି ବସ ଚଳାଚଳ ସ୍ବାଭାବିକ ରହିଛି । ନେତାଜୀ ବସ ଟର୍ମିନାଲରେ ସକାଳଠୁ ବସ ଆସିବା ଓ ଯିବା ଚାଲିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶି ରାଜ୍ୟରୁ ଯାତ୍ରୀମାନେ କଟକ ପହଞ୍ଚୁଛନ୍ତି ।

ସହରରେ ନିୟମ-ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ଆବଶ୍ୟକ ସେବା ଭିତରେ ପଡ଼ୁଥିବା ବସ ସେବା ଚାଲୁ ରହିଛି । ପୋଲିସ ଓ ପ୍ରଶାସନ ତରଫରୁ ସମସ୍ତ ବସ ଟର୍ମିନାଲ ଓ ମୁଖ୍ୟ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

ଯାତ୍ରୀମାନେ କହିଛନ୍ତି ଯେ, ବସ ଚଳାଚଳ ସ୍ବାଭାବିକ ଥିବାରୁ ସେମାନେ ଯାତ୍ରାରେ କୌଣସି ଅସୁବିଧା ଭୋଗୁନାହାନ୍ତି । କିଛି ବସ ଚାଳକ ଓ ସହାୟକ ମାନେ କହିଛନ୍ତି ଯେ, ପୋଲିସ ତରଫରୁ ସହଯୋଗ ମିଳୁଥିବାରୁ ଯାତାୟାତ ସାଧାରଣ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme