Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରସ୍ତୁତ : ଡିଜିପି ୱାଇ. ବି. ଖୁରାନିଆ

Posted on October 6, 2025

ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଡିଜିପି ୱାଇ. ବି. ଖୁରାନିଆ କହିଛନ୍ତି । ସେ ସଚେତନ କରିଛନ୍ତି ଯେ ଯେଉଁ ଅସାମାଜିକ ବ୍ୟକ୍ତିମାନେ ଆଇନକୁ ହାତେ ନେଉଛନ୍ତି କିମ୍ବା ଏପରି ଯୋଜନା କରୁଛନ୍ତି ସେମାନେ ତାହାରୁ ନିବୃତ ରୁହନ୍ତୁ ।

ସେ କହିଛନ୍ତି, “କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଆଇନ ଅନୁସାରେ ପୋଲିସକୁ ଯେତେ କ୍ଷମତା ଦିଆଯାଇଛି, ସେସବୁ କ୍ଷମତା ଦୃଢ଼ଭାବେ ବ୍ୟବହାର କରାଯିବ।”

କଟକରେ ଉତ୍ତେଜନା ସୃଷ୍ଟି ହେବା ପରେ ଡିଜିପି ୱାଇ. ବି. ଖୁରାନିଆ ସ୍ୱୟଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି । ସେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ କରି ଘଟଣାସ୍ଥଳର ସମୀକ୍ଷା କରିଛନ୍ତି ।

ସେ କଟକବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ ଶାନ୍ତି ଓ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରନ୍ତୁ ଏବଂ ସୋସିଆଲ୍ ମିଡିଆରେ ଚାଲୁଥିବା ଅଫବାହ ଉପରେ ବିଶ୍ବାସ ନକରନ୍ତୁ ।

ଡିଜିପି ପରାମର୍ଶ ଦେଇଛନ୍ତି ଯେ, ପୋଲିସ ୱେବସାଇଟ୍ ଓ ଆଧିକାରିକ ତଥ୍ୟ ଉପରେ ହିଁ ନାଗରିକମାନେ ବିଶ୍ବାସ କରନ୍ତୁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme