Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଙ୍କିଳି ଗାଁ ନିକଟ‌ ବିଲ ମାଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା

Posted on November 25, 2025

ତାଳଚେର କଙ୍କିଳି ଗାଁ ନିକଟ‌ ବିଲ ମାଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା। ମୃତକ ଜଣକ ହେଲେ କଟନାଳି ଗ୍ରାମର ବାସନ୍ତୀ ଖଟୁଆ ।
ସୂଚନା ଅନୁସାରେ ବାସନ୍ତି ଆଜି ନିଜର ଛେଳି ଚରାଇବାକୁ କଙ୍କିଳି ଗ୍ରାମ ଜଙ୍ଗଲକୁ ଆସିଥିଲେ। ଛେଳି ଚରାଉଥିବା ବେଳେ ଏକ ଦନ୍ତା ହାତୀ କବଳରେ ପଡ଼ିଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଆଲୋଚନା ଜାରି ରଖିଛି। ତେବେ ଆଜି ଏକ ଦନ୍ତା ହାତୀ ସକାଳେ ସଇଁନାଳୀ ନିକଟ ଦେଇଯାଇଥିବା କେନାଲରେ ଖସିପଡ଼ିଥିବା ବେଳେ ସେଠାରୁ ବହୁ କଷ୍ଟ‌ରେ ବାହାରକୁ ବାହାରି ଗାଁ ନିକଟ ଜଙ୍ଗଲରେ ଘୁରି ବୁଲୁଥିଲା। ପରେ ହାତୀଟି ବିରକ୍ତ ହୋଇ ଆଜି ବୃଦ୍ଧାକୁ କଚାଡ଼ି ମାରି ଦେଇଥିବାର ଅଭିଯୋଗ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme