Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଣିକି ମଣିଷର ବୟସ ହୋଇଯିବ ୧୫୦ ବର୍ଷ !

Posted on November 14, 2025

ଚୀନର ବୈଜ୍ଞାନିକମାନେ ଅଙ୍ଗୁର ମଞ୍ଜିରୁ ପ୍ରସ୍ତୁତ PCC1 ଉପରେ କାମ କରୁଛନ୍ତି । ଏହା ମଣିଷର ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇପାରେ । ଶେନଝେନର ଲାନବୀ ବାୟୋସାଇନ୍ସେସ କମ୍ପାନୀ ଆଣ୍ଟି-ଏଜିଂ ଗୋଲି ପ୍ରସ୍ତୁତ କରୁଛି । ମୂଷା ଉପରେ ଏହି ମେଡିସିନର ଟେଷ୍ଟ କରାଯିବା ପରେ ସେମାନଙ୍କ ବୟସ ୯ ପ୍ରତିଶତ ବୃଦ୍ଧି ପାଇଛି । ମଣିଷ ଉପରେ ମଧ୍ୟ ଏହାର ଟ୍ରାଏଲ ଜରୁରୀ ବୋଲି ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ।


ଶେନଝେନର ବାୟୋଟେକ କମ୍ପାନୀ ଲାନବୀ ବାୟୋସାଇନ୍ସେସ ଏହି ଡଗ ଉପରେ କରୁଛି । କମ୍ପାନୀର ନାମ ଲାନବୀ ବାୟୋସାଇନ୍ସେସ ହୋଇଥିବା ବେଳେ ଏହା ଏକ ଆଣ୍ଟି-ଏଜିଂ ଗୋଲି ପ୍ରସ୍ତୁତ କରୁଛି । ଏହି ଗୋଲିର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ ସି । (PCC1) ଅଟେ । ଏହା ଅଙ୍ଗୁର ମଞ୍ଜିର ଅର୍କରେ ମିଳିଥାଏ । ଏହି ଗୋଲି ବୁଢ଼ା ଓ ଦୁର୍ବଳ କୋଷିକାଙ୍କୁ ନଷ୍ଟ କରି ସ୍ବସ୍ଥ କୋଷିକାଙ୍କୁ ରକ୍ଷା କରିବ । ଏହା ମଣିଷର ବୟସ ବହୁତ ବର୍ଷ ବଢ଼ାଇପାରେ । PCC1 ମୂଷାଙ୍କ ବୁଢ଼ା କୋଷିକାକୁ ନଷ୍ଟ କରିବା ସହ ସୁସ୍ଥ କୋଷିକାଙ୍କୁ ବଞ୍ଚାଇଥିଲା । ପରିଣାମ ଏହା ହୋଇଥିଲା ଯେ, ଡ୍ରଗ ନେଇଥିବା ମୂଷାଙ୍କ ଜୀବନର ହାର ୯ ପ୍ରତିଶତ ବଢ଼ିଯାଇଥିଲା । ଯଦି ଚିକିତ୍ସା ଆରମ୍ଭ ହେବା ପରେ ବୟସ ହିସାବ କରାଯିବ, ତେବେ ତାହା ୬୪.୨ ପ୍ରତିଶତ ଅଧିକ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme