
ଆଣ୍ଡାମାନ ସମୁଦ୍ରରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୪ ରହିଛି । ଭୂକମ୍ପର କେନ୍ଦ୍ର ୯୦ କିମି ଗଭୀର ବୋଲି କୁହାଯାଉଛି । ଅପରାହ୍ନ ୧୨.୦୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ଏଯାଏଁ କିଛି ମିଳିନାହିଁ । NCS ମୁତାବକ, ଭୂକମ୍ପର ତୀବ୍ରତା ୫.୪ ରହିଛି ।
