Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

Posted on December 14, 2025

ଭାରତ-ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ଟି-୨୦ସିରିଜର ଆଜି ତୃତୀୟ ଲଢ଼େଇ । ଧର୍ମଶାଳା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ସାଉଥ ଆଫ୍ରିକା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପଅଧିନାୟକ ଶୁବମନ୍ ଗିଲଙ୍କ ଲଗାତାର ବିଫଳତା ପରେ ବିଜୟ ଧାରାକୁ ଫେରିବାର ଚାପ ଟିମ୍ ଉପରେ ବଢ଼ିବାରେ ଲାଗିଛି । କଟକରେ ଜବରଦସ୍ତ ବିଜୟ ହାସଲ କରିବା ପରେ ଚଣ୍ଡିଗଡ଼ରେ ଅତି ସାଧାରଣ କ୍ରିକେଟ୍ ଖେଳିଥିବା ଭାରତୀୟ ଦଳକୁ କିନ୍ତୁ ଦକ୍ଷିଣ ଆଫ୍ରିକା ପୁଣି ଥରେ ପରୀକ୍ଷାରେ ପକାଇବାକୁ ପୂରା ପ୍ରସ୍ତୁତ ।

ଅନ୍ୟପକ୍ଷରେ ଚଣ୍ଡିଗଡ଼ ପରାଜୟ ଅନେକ ଦୃଷ୍ଟିରୁ ଭାରତ ପାଇଁ ମହତ୍ତ୍ବ ରଖୁଛି । ଗିଲ୍ ଗତ ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଥିବାରୁ ଆଜି ତାଙ୍କ ସହ ସୂର୍ଯ୍ୟ ଏବଂ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ । ଯୁବ ଓପନର୍ ଅଭିଷେକ ଶର୍ମା ଆଶାଜନକ ଆରମ୍ଭ ଦେଇ ପାରୁ ନଥିବାରୁ ସେ ମଧ୍ୟ ନିଜ ପୁରୁଣା ଚମକ ଦେଖାଇବା ଆଶାରେ ପଡ଼ିଆକୁ ଓହ୍ଲଇବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme