Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ମୁକାବିଲା

Posted on October 25, 2025

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ଖେଳାଯିବ। ପ୍ରଥମ ଦୁଇ ମ୍ୟାଚରେ ପରାଜୟ ସହିଥିବା ଟିମ୍ ଇଣ୍ଡିଆ ସିରିଜରେ ୨-୦ରେ ପଛୁଆ ଅଛି। ଏହିପରି ସ୍ଥିତିରେ ଗିଲ୍ ବାହିନୀର ଲକ୍ଷ୍ୟ ହେଉଛି, ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବା।

ସିରିଜରେ ଭାରତୀୟ ଷ୍ଟାର ବ୍ୟାଟସ୍ମାନ୍ ବିରାଟ କୋହଲିଙ୍କ ଫର୍ମ ନେଇ ଚିନ୍ତା । ପ୍ରଥମ ଦୁଇ ମ୍ୟାଚରେ ସେ ଖାତା ଖୋଲିବାରେ ବଞ୍ଚିତ ହୋଇଥିଲେ। ଏହା ଫଳରେ ତୃତୀୟ ମ୍ୟାଚରେ କୋହଲି ଖେଳିବେ କି ନାହିଁ — ସେନେଇ ରହିଛି ସସପେନ୍ସ।

ତେବେ, ଯଦି କୋହଲି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତେବେ କ୍ରିକେଟପ୍ରେମୀମାନେ ତାଙ୍କ ଫର୍ମ ଫେରିପାରିବେ ବୋଲି ଆଶା କରୁଛନ୍ତି ଏବଂ ବଡ଼ ଇନିଂସ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme