Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମୁକାବିଲା, ସିରିଜ ଜିତିବାକୁ ଉଭୟ ଦଳ କରିବେ ସଂଘର୍ଷ

Posted on November 6, 2025

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମ୍ୟାଚ୍ ଖେଳାଯିବ । ପ୍ରଥମ ୩ଟି ମ୍ୟାଚ୍‌ରେ ସିରିଜ ୧-୧ରେ ବରାବର ହୋଇଥିବାରୁ ଆଜିର ମୁକାବିଲା ଦୁଇ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।

ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇଯାଇଥିଲା । ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା, ଯେତେବେଳେ ତୃତୀୟ ମ୍ୟାଚରେ ଭାରତ ଦଳ ଦୃଢ଼ ପ୍ରଦର୍ଶନ କରି ବିଜୟୀ ହୋଇ ସିରିଜରେ ଫେରିଥିଲା ।

୩ ଦିନର ବିଶ୍ରାମ ସମୟରେ ଭାରତୀୟ ଦଳ ସ୍ୱଳ୍ପ ବଲ୍‌ରେ ଦୂର୍ବଳତା ଦୂର କରିବା ପାଇଁ ବିଶେଷ ପ୍ରସ୍ତୁତି କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ସିରିଜରେ ଆଗୁଆ ହେବାକୁ ପ୍ରତିବଦ୍ଧ । ଏହି ମ୍ୟାଚ୍ ଜିତି ସିରିଜରେ ଆଗୁଆ ହେବା ପାଇଁ ଉଭୟ ଦଳ ଚେଷ୍ଟା କରିବେ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme