Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନୁଗୋଳ ବ୍ଲକ ବାଳୁଆକତା ପଥର ଗଡ଼ ସାହି ପୋଖରୀ ନିକଟରୁ ଏକ ଅସୁସ୍ଥ ହାତୀ ଛୁଆ ଉଦ୍ଧାର।

Posted on January 15, 2026

ଅନୁଗୋଳ ବନଖଣ୍ଡ ର ବାଳୁକଟା ଗାଁ ପଥର ଗଡ ସାହି ନିକଟସ୍ଥ ଏକ ପୋଖରୀ ପାଖରେ ଏକ ହାତୀ କୁ ଅସୁସ୍ଥ ଅବସାରେ ଉଦ୍ଧାର କରାଯାଇଛି। ହାତୀଟି ର ବୟସ ପ୍ରାୟ 6 ବର୍ଷ ରୁ 7 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ହାତୀ ଛୁଆଟି ଅସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ଦଳେ ହାତୀ ପଥର ଗଡ ସାହି ନିକଟରେ ରହିଥିଲେ ସକାଳ ହେଇଯିବା ରୁ ଅସୁସ୍ଥ ହାତୀ ଛୁଆ କୁ ଛାଡି ଚାଲିଯାଇଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଓ ଡାକ୍ତର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା ଚଳାଇଥିବା ଜଣାପଡିଛି। ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ କୁମାର ସିଂହଙ୍କ ସୂଚନା ଅନୁଯାଇ ବୋମା ଖାଈ ଗୁରୁତର ଆହତ ହୋଇଛି ଏହି ଅଣ୍ଡିରା ହାତୀଟି । ପ୍ରାୟ ୫-୬ ଦିନ ତଳୁ ହାତୀଟି ବୋମା ଖାଇଥିବା ସନ୍ଦେହ ହୋଇଥିଲା ବେଳେ ହାତୀର ପାଟିରେ ଗଭୀର କ୍ଷତ ହୋଇଛି । ତେବେ ଅଧିକ ଚିକିତ୍ସା ଲାଗି କପିଳାସ, ଅନୁଗୁଳ ଓ ସାତକୋଶିଆରୁ ଡାକ୍ତରୀ ଟିମ ପହଞ୍ଚି ଆରମ୍ଭ କରିଛନ୍ତି ଚିକିତ୍ସା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme